ନୂଆବର୍ଷ ଆସୁଥିବା ବେଳେ ଚିଲିକାରେ ସକ୍ରିୟ ବିଦେଶୀ ପକ୍ଷୀ ଶିକାରୀ। ଖାଦ୍ୟରେ ବିଷ ଦେଇ ଚାଲିଛି ପକ୍ଷୀ ଶିକାର । ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ଶିକାର ପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ଶିକାରୀ । କେଉଁଠି ଖାଦ୍ୟ ପଦାର୍ଥରେ ବିଷ ଦେଇ ଶୀକାର ଚାଲିଛି ତ ଆଉ କେଉଁଠି ଫାଶ ବସାଇ ପକ୍ଷୀଙ୍କୁ ଧରା ହେଉଛି । ପୁରୀ ବ୍ରହ୍ମଗିରିରୁ ଦେଖିବା ଏହି ରିପୋର୍ଟ
#ArgusNews #Puri #Brahmagiri #birdhunting #Odisha