ଅଟକିଲା ଭସାପୋଲ, ଚିଲିକା ମଝିରେ ଫସିରହିଛନ୍ତି ୭୦ରୁ ଉର୍ଦ୍ଧ୍ବ ଯାତ୍ରୀ। ଘନ କୁହୁଡି କାରଣରୁ ଏକ ଘଣ୍ଟାରୁ ଅଧିକ ସମୟ ହେବ ଚିଲିକା ମଝିରେ ଭସାପୋଲ ଅଟକି ରହିଛି। ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସମେତ ୧୦ଟି ବାଇକ ଏବଂ ଦୁଇଟି ବସ ମଧ୍ୟ ଭସାପୋଲରେ ଅଟକି ରହିଛି।
#ArgusNews #Puri #Brahmagiri #Chilika #BhasaPola #Odisha