ଦାରିଦ୍ରତା ପାଇଁ ଭୋକ ଉପାସରେ କଟୁଛି ଦିନ !
ବୁଢା ଅଜା ଆଇ କାନ୍ଧରେ ଭେଣ୍ଡିଆ ନାତୀର ଜୀବନ !
ମାତ୍ର ୩ ବର୍ଷ ବୟସରେ ବାପା କୁଆଡେ ଛାଡି ଚାଲିଗଲା । ଆଉ ବାପା ପରେ ପରେ ମାଆ ଚାଲିଗଲା ଦାଦନ ଖଟିବା ପାଇଁ । ଏବେ ଅକ୍ଷମ ପୁଅ ସମ୍ବିତର ଆଶାବାଡି ହେଉଛନ୍ତି ତା ଅଜା ଆଇ । ଜୀବନ ଜିଇବାର ଜ୍ବଳାରେ ଛଟପଟ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଘଟକୁଳି ଗ୍ରାମର ୩ଜଣ ପ୍ରାଣୀ
#ArgusNews #Puri #Brahmagiri #HelplessFamily #Handicped #NeedHelp #Odisha