କଣାସ ଓ ଡେଲାଙ୍ଗ ବ୍ଲକରେ ଚାଷୀଙ୍କ ବେଉସା ଛଡ଼ାଇ ନେଲା ଡ୍ରେନଜ ବିଭାଗ । ଲୁଣା ନଦୀ ଖନନ ନାଁରେ ଚାଷୀଙ୍କ ଜମି ପୋତି ପକାଇଛି ସଂପୃକ୍ତ ଠିକା ସଂସ୍ଥା । ଏବେ ଜମିକୁ ଯାଇପାରୁ ନାହାନ୍ତି ଚାଷୀ, ହୋଇପାରୁନି ଚାଷ କାମ । ଦେଖିବା ଏହି ରିପୋର୍ଟ
#Puri #Brahmagiri #Delanga #Riverproblem #farmerproblem #ArgusNews