ପୁରୀ ବ୍ଲୁ ଫ୍ଲାଗ ବିଚ୍ଠାରୁ ବ୍ରହ୍ମପୁର ଅଭିମୁଖେ ସାଇକେଲ ଯାତ୍ରା । ଯାତ୍ରାରେ ବାହାରିଲେ ଟୁର୍- ଡି କଳିଙ୍ଗର ୧୭ ଜଣିଆ ଟିମ । ଗତକାଲି ଭୁବନେଶ୍ବର ଠାରୁ ବାହାରିଥିବା ଏହି ଟିମ ୧୩ ଦିନରେ ୧୩୦୦ କିମି ଯାତ୍ରା କରି କୋରାପୁଟରେ ପହଞ୍ଚିବ।
#ArgusNews #puriblueflagbeach #CycleRally #Odisha