ଆଜି ହେଉଛି ପବିତ୍ର ଦେବଦୀପାବଳିର ତୃତୀୟ ତଥା ଅନ୍ତିମ ଦିନ । ଆଜିର ଦିନରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତି ।ଆଜି ଦେପଦୀପାବଳୀର ଶେଷଦିନରେ ମହାପ୍ରଭୁ କୃଷ୍ଣ ଅବତାରରେ ପିତା ମାତା ରୂପେ ପାଇଥିବା ଦେବକୀ ବସୁଦେବ ,ପାଳିତ ହୋଉଥିବା ପିତାମାତା ନନ୍ଦ,ଯଶୋଦା ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଦୀପଦାନ ଶ୍ରାଦ୍ଧ ଅର୍ପଣ କରିବାର ରହିଛି ପରମ୍ପରା ।
#ArgusNews #puri #devdiwali #srimandir #Odisha