#ଭକ୍ତମାନଙ୍କ_ପାଇଁ_ଖୁସି_ଖବର
#ଶ୍ରୀକ୍ଷେତ୍ର_ଆସିଲେ_ସ୍ବଳ୍ପ_ମୂଲ୍ୟରେ_ମିଳିବ_ଘର
ଭକ୍ତମାନଙ୍କ ରହିବା ପାଇଁ ଆରମ୍ଭ ହୋଇଛି ନୂତନ ଧର୍ମଶାଳା ନିର୍ମାଣ କାର୍ଯ୍ୟ । ପୁରୀ ବାସେଳୀ ସାହି ଥାନା ନିକଟରେ ନିର୍ମାଣ ଚାଲିଥିବା ଏହି ଧର୍ମଶାଳାରେ ଭକ୍ତମାନେ କମ୍ ମୁଲ୍ୟରେ ରହି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିଲାବେଳେ ୨୦୨୪ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ।
#ArgusNews #Puri #devotees #Dharmasala #Construction #constructed #Odisha