ପୁରୀ ବଡ଼ଦାଣ୍ଡରେ ମରଣ ଯନ୍ତା ପାଲଟିଛି ମୁକୁଳା ଡ୍ରେନ । ମାର୍କେଟ ଛକରେ ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ଗେଡା ସାହୁ । ପୁରୀରୁ ଦେଖିବା ଏହି ରିପୋର୍ଟ
#Puri #drain #death #Marketsquare #ArgusNews #Odisha