ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷ ଶାଳର ଚୁଲା ଭାଙ୍ଗିଦେଲେ ଦୁର୍ବୁତ୍ତ । ୭୪୦ ଟି ଚୁଲିରୁ ୨୦ଟି ଚୁଲି ଭାଙ୍ଗିଦେଲେ ଦୁର୍ବୁତ୍ତ । ୭ଜଣ ସେବାଙ୍କ ଚୁଲା ଭାଙ୍ଗିଥିବା ସୂଚନା । ୫ଦିନ ତଳେ ମରାମତି ହୋଇଥିଲା ଚୁଲା । ଗଣମାଧ୍ୟମକୁ ସୂଚନା ଦେଲେ ସତ୍ୟ ନାରାୟଣ ମୋହାସୁଆର
#Puri #RathaYatra #SriGundichaTemple #RoshaGhara #ArgusNews