#ଡିଜିଟାଇଜେସନ_ହେବ_ଜଗା_ସମ୍ପତ୍ତି !
ମହାପ୍ରଭୁଙ୍କ ଜମିଜମା ସମସ୍ୟାର ସମଧାନ ନେଇ ପୁଣି ଭଣ୍ଡେଇଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଜମିଜମା ପ୍ରସଙ୍ଗ ସ୍ଥାନ ପାଇଥିଲେ ମଧ୍ୟ ହିତାଧିକାରୀଙ୍କ ସମସ୍ୟାର ସମାଧାନ କଥା ଉଠିଲାନି । ଦେଖିବା ଏହି ରିପୋର୍ଟ
#Puri #LandDigitalisation #LandIssue #JagannathLand #ArgusNews