କରୋନା କମିବା ପରେ ପୁଣି ଆରମ୍ଭ ହୋଇଛି ଝାମୁ ଯାତ୍ରା । ୨ ବର୍ଷ ପରେ କାକଟପୁର ମା' ମଙ୍ଗଳାଙ୍କ ମନ୍ଦିରରେ ଝାମୁ ଯାତ୍ରା ଦେଖିବାକୁ ଲିଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରିଛି ପ୍ରଶାସନ ।
#Puri #Kakatpur #Jhhamuyatra #Maamangala #devotees #Odisha #ArgusNews