#ମାଡ଼ି_ଆସୁଛି_ସମୁଦ୍ର_ଓ_ନଦୀ_ଜୁଆର !
ଏକର ଏକର ଜମିରେ ନଷ୍ଟ ହେଉଛି ଧାନ ଚାଷ । ଭୟଭୀତ ଅବସ୍ଥାରେ ପୁରୀ ଅସ୍ତରଙ୍ଗ ବ୍ଲକର ତଣ୍ଡାହର ଓ ଛେନୁହର ଗ୍ରାମବାସୀ । ପ୍ରଶାସନ ପକ୍ଷରୁ ଗାଁର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏବେ ନିଜେ ନିଜ ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ ।
#Puri #Kakatpur #Astaranga #plantation #ArgusNews