ବିପଦରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍ । ଜାତୀୟ ରାଜପଥର ଉଭୟ ପାଶ୍ବରୁ ରାତି ଅଧରେ ଲୁଟ ହେଉଛି ଟ୍ରକ ଟ୍ରକ ବାଲି । ଫଳରେ ରାସ୍ତା ନିକଟକୁ ମାଡ଼ି ଆସିଲାଣି ସମୁଦ୍ର । ଚନ୍ଦ୍ରଭାଗାଠାରୁ ଇକୋରିଟ୍ରିଟ୍ ବେଳାମାର୍ଗ ପର୍ଯ୍ୟନ୍ତ ରାସ୍ତା ନଷ୍ଟ ହେବାକୁ ବସିଥିବା ବେଳେ ସବୁ ଜାଣି ଚୁପ ବସିଛି ଜିଲ୍ଲା ପ୍ରଶାସନ
#puri #Konark #marinedrive #NH #sandloot #ArgusNews