ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ପୁରୀର ଯୁବଶିଳ୍ପୀ ବିଶ୍ଵରୂପା ପଟ୍ଟନାୟକ ୪୬ ସେ. ମିର ଏକ ଗଣେଶ ମୂର୍ତ୍ତି ନିର୍ମାଣ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ସେ କାଗଜଠାରୁ ଆରମ୍ଭ କରି ବିଭିନ୍ନ ଦ୍ରବ୍ୟ ବିନିଯୋଗରେ ମୂର୍ତ୍ତି ନିର୍ମାଣ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି
#Puri #Artist #LittleGanesh #BiswarupaPattnaik #ArgusNews #Odisha