#ସମ୍ଭାବ୍ୟ_ବାତ୍ୟା_ଆସାନୀକୁ_ନେଇ_ଚାଷୀ_ମୁଣ୍ଡରେ_ପଡ଼ିଛି_ଚଡକ !
ଯଦି ବତ୍ୟା ଆସେ ତେବେ ସମ୍ପୁର୍ଣ୍ଣ କ୍ଷତି ହୋଇଯିବ । ତେଣୁ ଧାନ ଅମଳ ସମୟ ହୋଇନଥିଲେ ମଧ୍ୟ କଞ୍ଚାଧାନ କାଟିବାକୁ ବାଧ୍ୟ ହୋଇଛି ଚାଷୀ । ଏନେଇ ପିପିଲି ମଂଗଳପୁର ଅଞ୍ଚଳର ଚାଷୀଙ୍କ ସହ ଧାନ ବିଲରେ ଅଲୋଚନା କରିଛନ୍ତି ଆମ ପିପିଲି ପ୍ରତିନିଧି
#Puri #Pipili #Cyclone #Asani #farmer #Agriculture #ArgusNews