ଅଭିଯୋଗ ଆସିଥିବା ଭିଡିଓ କଲ୍ ରେ ଥିବା ଯୁବକ,ନନ୍ଦିନୀଙ୍କ ଭିଣୋଇ ନୁହନ୍ତି ସେ ତାଙ୍କ ସମ୍ପର୍କୀୟ ଭାଇ ଏବଂ ସେହି ବିବାଦୀୟ ଯୁବକ ତ୍ରିଲୋଚନଙ୍କ ଘର ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ହୋଇଥିଲା ବେଳେ ଫେରାର ନନ୍ଦିନୀଙ୍କ ଘର ପୁରୀ ସହରାଞ୍ଚଳରେ ବୋଲି ସୂଚନା ମିଳିଛି । ଶୁଣନ୍ତୁ କଣ କହୁଛନ୍ତି ନନ୍ଦିନୀଙ୍କ ସମ୍ପର୍କୀୟ ଭାଇ
#Puri #Pipili #Nandini #MatrimonialDispute #ArgusNews #Odisha