ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଂଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରୁ ଆସିଛି ଏକ ଟ୍ରକରେ ୧୮ ଟି କାଠ । ୧୨ ଫୁଟିଆ ଆସନ ୬ ଟି ଥିବା ବେଳେ ୧୨ଟି ୨୦ ଫୁଟିଆ ରହିଛି ଧଉରା କାଠ ।
#Puri #rathayatra #Rathakatha #wood #Nayagarh #forest #ArgusNews