#ଉନ୍ନତି_ମୂଳକ_କାମରେ_ଟଙ୍କା_ହରିଲୁଟ୍
ସରକାର କା ମାଲ୍ ଦରିଆ ମେ ଡାଲ୍ ଭଳି ଚାଲିଛି କାର୍ଯ୍ୟ । ଖୋଦ ପୂର୍ତ୍ତବିଭାଗ ଯନ୍ତ୍ରୀଙ୍କ କ୍ବାଟର ନିର୍ମାଣରେ ମହା ଦୁର୍ନୀତି । ନିମ୍ନମାନର କାମ କରି ଚାଲିଛି ଟଙ୍କା ହରିଲୁଟ୍ । ଲୁଣି ମାରି ଯାଇଥିବା ଇଟାରେ ଗଢ଼ା ଚାଲିଛି ଘର । ନାଁ ଅର୍ଥ ବ୍ୟୟବରାଦର ତଥ୍ୟ ମିଳୁଛି ନା କାମ ପାଇଁ ଟେଣ୍ଡର ହୋଇଛି । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗ ପରେ ମଧ୍ୟ ଚୁପ ବସିଛନ୍ତି ପ୍ରଶାସନିକ ଅଧିକାରୀ ।
#ArgusNews #Puri #Satyabadi #Corruption #bigscam #governmentOffice #Odisha