ଶ୍ରୀକ୍ଷେତ୍ରରେ ରହିଛି ସର୍ବପ୍ରାଚୀନ ନୃସିଂହ ପୀଠ । ନାରଦଙ୍କ ପରାମର୍ଶ କ୍ରମେ ଯାହାକୁ ପ୍ରତିଷ୍ଠା କରିଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଶ୍ରୀକ୍ଷେତ୍ରରେ ନୃସିଂହ ଉପାସନା ସର୍ବପୁରାତନ ଅଟେ । ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟରୁ ଅନ୍ୟତମ ନୃସିଂହ । ସମସ୍ତ ଅବତାର ମଧ୍ୟରେ ଉଗ୍ରରୂପ ଅଟେ ଏହି ଅବତାର । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମୁକ୍ତିମଣ୍ଡପର ପଶ୍ଚିମକୁ ଶ୍ରୀନୃସିଂହ ମନ୍ଦିର ଅବସ୍ଥିତ।
#ArgusNews #Puri #Srikhetra #NrusinghaPitha #Odisha