ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି । ନନ୍ଦିଘୋଷ ରଥର ଚକ ଭାଙ୍ଗିବେ ମା' ଲକ୍ଷ୍ମୀ ସାଆନ୍ତାଣି । ନାକଚଣା ଦ୍ବାରରେ ଦହିପଟି ମଣୋହି ନୀତି ସମ୍ପାଦନ କରିବେ ଭିତରଛ ମହାପାତ୍ର ।
#Puri #Srimandir #HerapanchamiNiti #MaaLaxmi #Rathayatra #ArgusNews