ଶ୍ରୀମନ୍ଦିରକୁ ଅଭାବ ହେବ କି ତାଳପତ୍ର ଭୋଗେଇ । ଲୋପ ପାଇଗଲାଣି ତାଳବଣ ।ମଜୁରୀ ଉଠୁନି । ମୁହଁ ମୋଡୁଛନ୍ତି କାରିଗର ।ତେଣେ କଞ୍ଚାମାଲ ଅଭାବ ସାଜିଛି ଅନ୍ତରାୟ । ପ୍ରୋତ୍ସାହନ ଅଭାବରୁ ଜୀବିକା କରିବାକୁ ଅମଙ୍ଗ ତାଳପତ୍ର କାରିଗର ।
#ArgusNews #Puri #Srimandir #Talapatra #Bhogei #shortage #Odisha