ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଂଚଳ ପୁଟି ପାଳ ଗାଁ । ଏହି ଗାଁ କୁ ଯିବାକୁ ହେଲେ କାନ୍ତୁଲ ଠାରୁ ୧୫କିମି ଖାଲ ଖମା, ନାଳ ଓ ପାହାଡ଼ ଜଙ୍ଗଲ ରାସ୍ତା ପାର ହୋଇ ଯିବାକୁ ପଡେ । ଏହି ଗାଁରେ ପହଁଞ୍ଚି ନାହିଁ ମୌଳିକ ସୁବିଧା ।
#ArgusNews #Putipal #village #ruralarea #denkanal #development #OdishaGovt #Odisha