ଆଠ ଫୁଟିଆ ଅଜଗର ସାପ ଉଦ୍ଧାର । ଜନବସତୀ ଭିତରୁ ଗୋଟିଏ 8 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ଫୁଲବାଣୀ ସହରର ଚନ୍ଦନ ନଗର ଜନବସତି ଭିତରୁ ଏହି ସାପ ଉଦ୍ଧାର ହୋଇଛି ।
#Phulbani #python #rescue #Odisha #ArgusNews