ଆଉଟରିଚ ତରଫରୁ ନବମ ଅନ୍ତର୍ଜାତୀୟ ରେଡ଼ିଓ ମେଳା 2023 ଫେବୃଆରୀ 11 ରୁ ଫେବୃଆରୀ 13 ତାରିଖ ଯାଏ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ। ମହାମାରୀ କରୋନା ଯୋଗୁଁ ବିଗତ କିଛି ବର୍ଷ ଏହା ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷ ଏହା ଭଲ ଭାବେ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି....।
#ArgusNews #RadioFair #BhanjaKalaMandap #Bhubaneswar #Odisha