#ରାଗିଂରେ_ଥରୁଛନ୍ତି_ଜୁନିୟର_ପିଲା
#କେବେ_ଉଲଗ୍ନ_କରି_ମାରୁଛନ୍ତି
#ତ_କେବେ_ଦେଉଛନ୍ତି_ଶାରୀରିକ_ନିର୍ଯାତନା
ଓଡ଼ିଶାର ବିଭିନ୍ନ କଲେଜରେ ଏବେ ରାଗିଂ ସ୍ଥିତି ଉଦବେଗଜନକ ହେଲାଣି । ବାହାରୁ ଆସି ଓଡ଼ିଶାର ଛାତ୍ରଛାତ୍ରୀ ହୁଅନ୍ତୁ ଅଥବା ଗ୍ରାମାଞ୍ଚଳରୁ ଆସି ପଢୁଥିବା ପିଲା । ସମସ୍ତଙ୍କୁ ଘାରିଛି ରାଗିଂ ଭୟ ।
#Balangir #MedicalCollege #WhatsAppChat #Ragging #student #Odisha #ArgusNews