#ଲଜ୍ଜା_ଅପମାନ_କୁତ୍ସିତ_ମାନସିକତା
#କଲେଜର_କ୍ୟାମ୍ପସରେ_ଛାତ୍ର_ନେତାଙ୍କ_ରାଗିଂ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ରୀଙ୍କୁ ଅପମାନିତ, ଲାଞ୍ଛିତ କଲା ଦୃଶ୍ୟ। ସିନିୟରଙ୍କ ରାଗିଂ। ଅଶ୍ଲୀଳ ଇଙ୍ଗିତ ସହ ସବୁ ସୀମା ଟପିଯାଇଛନ୍ତି ଛାତ୍ର। ଭଲ କରି ନଜର ପକାନ୍ତୁ ଏହି ରାଗିଂ ବେଳର ଦୃଶ୍ୟ ଉପରେ।
#ArgusNews #ragging #CollegeStudent #Berhampur #Odisha