#ରୁମ୍_ନମ୍ବର_୩୧୨
#କିଛି_ଦିନ_ହେବ_ଏ_ଥିଲା_ନିଶାନ୍ତ_କୁମାରଙ୍କ_ଠିକଣା
ସାଇଣ୍ଟିଫିକ୍ ଟିମ୍ ଏହି ରୁମରେ ପଶି ସୁରାକ୍ ଖୋଜିଛି
ସେପଟେ ନିଶାନ୍ତଙ୍କ ପରିବାର ଆଣିଛି ସଙ୍ଗୀନ ଅଭିଯୋଗ । ପୁଅକୁ ଦିଆଯାଉଥିଲା ରାଗିଂ । କଥା ପଦାକୁ ନ ଆଣିବାକୁ ଧମକ ଦେଇ ପାଟି ବନ୍ଦ କରାଯାଇଥିଲା । ଡେଇଁଲେ ନା ଡେଇଁବାକୁ ବାଧ୍ୟ କରାଗଲା? ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା
#Balangir #Student #Scientficinvestigation #odisha #ArgusNews