ରାଜ୍ୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଭାସିଲା ଅଧା ଓଡ଼ିଶା । ଜଟଣୀରେ ବୁଡିଲା ମୋ ବସ୍ । ଭୁବନେଶ୍ବରରେ କୃତ୍ରିମ ବନ୍ୟା ସ୍ଥିତି । ମାଲକାନଗିରିରେ ପୋଲ୍ ଉପରେ ଚାଲିଲା ୮ ଫୁଟର ପାଣି ।
#flood #submerged #heavyrainfall #waterlogged #Raindisaster #MoBus #Bhubaneswar #ArgusNews