#ବର୍ଷିଲା_ବୁଡିଲା_ଭାସିଲା
#ସାରା_ରାଜ୍ୟରେ_ବର୍ଷା_ବିତ୍ପାତ
ଲଗାଣ ବର୍ଷାର ଭୟଙ୍କର ରୂପ। । ଅଳ୍ପକେ ବର୍ତ୍ତିଲେ କାଉଡିଆ। । ଆପଣ ଦେଖୁଥିବା ଏହି ଭୟଙ୍କର ଦୃଶ୍ୟ ହେଉଛି ବରଗଡ ଜିଲ୍ଲା ପଦ୍ମପୁରର ନୃସିଂହାନାଥ ମନ୍ଦିର ନିକଟ ଝରଣାର। ଏହି ଝରଣାରୁ କାଉଡିଆମାନେ ଜଳ ନେଇ ଶୈବପୀଠରେ ଜଳଲାଗି ପାଇଁ ପାଣି ନେବାକୁ ଯାଇଥିଲେ।... ହଠାତ୍ ମାଡିଆସିଥିଲା ଝରଣା ପାଣି
#Rain #Weather #flood #Odisha #ArgusNews