ସୁଧୁରୁ ନାହିଁ ନୀଳଗିରି ମେଡ଼ିକାଲର ସ୍ବାସ୍ଥ୍ୟ ଅବସ୍ଥା । ନୀଳଗିରି ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନୀଳଗିରି ଉପଖଣ୍ଡ ମେଡ଼ିକାଲ ଭିତରେ ଲହଡି ମାରୁଛି ବର୍ଷା ଜଳ । ପୁରୁଣା ବିଲ୍ଡିଂକୁ ଲାଗି ନୂତନ ବିଲ୍ଡିଂ କରାଯାଇଥିବା ବେଳେ ମେଡ଼ିକାଲ ଆଉଟଡୋର ବାରଣ୍ଡାରେ ବର୍ଷା ଜଳ ଲହଡି ମାରୁଛି
#Balasore #Nilagiri #Medical #Rainwater #ArgusNews #Odisha