ଆସିଲା ରାଜଶ୍ରୀଙ୍କର ପୋଷ୍ଟମର୍ଟମ ରିପୋର୍ଟ !
ତଥାପି ହଟିଲାନି ସସପେନ୍ସ । ସ୍କୁଟିରୁ ମିଳିଥିବା ଚିଠି ରାଜଶ୍ରୀଙ୍କର ନା ଆଉ କାହାର ?
ପାତରଅନ୍ତର ଯୋଗୁଁ ବଳି ପଡିଲେ କି ରାଜଶ୍ରୀଙ୍କ ଭଳି ପ୍ରତିଭା ? କାହିଁକି ଚୁପ୍ ଓସିଏ ସଭାପତି ଓ ସଂପାଦକ…. ଏ ସ ବୁ ଏବେ ପ୍ରଶ୍ନ ଘେରରରେ
#ArgusNews #WomenCricketer #RajasreeSwain #DeathCase #OCA #Odisha