ବିଜେବି ପରେ ଭୁବନେଶ୍ବର ରାଜଧାନୀ କଲେଜରୁ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ। ଆଉ ୬ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ। ଚିହ୍ନଟ ଛାତ୍ର କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ଜଣାପଡିଛି।
#Bhubaneswar #Rajdhanicollege #FakeStudent #Divyang #Odisha #ArgusNews