ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ରକ୍ଷକର ଶୁଭ ମହୁରତ ରାଜଧାନୀର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅମ୍ରିତ ଫିଲ୍ମ କ୍ରିଏସନରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ କିଶୋର କୁମାର ଏବଂ ସସ୍ମିତା। ଏମାନଙ୍କ ବ୍ୟତୀତ ରାଇମୋହନ ପରିଡା, ପ୍ରଦ୍ୟୁମ୍ନ ଲେଙ୍କା, ଜୟରାମ ସାମଲ ପ୍ରମୁଖ ଅଭିନେତା ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
#Bhubaneswar #Ollywood #moviemuhurta #rakhyaka #Odisha #ArgusNews