ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପର୍ବ ପାଇଁ ଦେଶ ଓ ରାଜ୍ୟରେ ଉତ୍ସବ ମୁଖର ପରିବେଶ। ଆଜି ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ। ଆଉ ଭାଇ ନିଜଭଉଣୀର ସୁରକ୍ଷା ପାଇଁ ଦେଇଛି ପ୍ରତିଶ୍ରୁତି
#RakshaBandhan #Festival #Odisha #ArgusNews