#ରାମମୟ_ରାଜ୍ୟ
#ପୁରଠୁ_ପଲ୍ଲୀ_ଚାରିଆଡେ_ରାମ_ନାମ_ସଂକୀର୍ତ୍ତନ
ସାରା ରାଜ୍ୟରେ ରାମନବମୀର ଧୁମ। ପୁରଠୁ ପଲ୍ଲୀ ଚାରିଆଡେ ଚାଲିଛି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା।
ଚାରିଆଡେ ରାମ ନାମ ସଂକୀର୍ତ୍ତନ। ରାମଚରିତ ମାନସ ପାଠରେ ପ୍ରକମ୍ପିତ ହେଉଛି ଗଗନ ପବନ।
#Argusnews #Ramanavami #Hindufestival #Ramanavami2023 #Lordramabirthday #Odisha