+୨ରୁ ପିଏଚଡ଼ିର ପାଠ ପଢା ଗୋଟିଏ କ୍ୟାମ୍ପସରେ !
ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଗୋଟିଏ କ୍ୟାମ୍ପସରେ ୭୦୦୦ ଛାତ୍ରୀ ପଢୁଛନ୍ତି । ଭିତ୍ତିଭୂମିର ଅଭାବ ଯୋଗୁଁ ଠିକ ଭାବେ ହୋଇପାରୁନି +୨ କ୍ଲାସ । ସେପଟେ ୮୦୦ ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଗଣିତ ଅଧ୍ୟାପକ
#ArgusNews #Bhubaneswar #ramadeviwomensuniversity #Lecture #Odisha