#ଗୋଟିଏ_ଗୀତ_ଚଢ଼ାଇଲା_ସଫଳତାର_ସର୍ବୋଚ୍ଚ_ସିଡ଼ି
ବିରଳ ରେକର୍ଡର ଅଧିକାରୀ ରଙ୍ଗବତୀ । କ୍ରିଷ୍ଣା ପଟେଲଙ୍କୁ ମିଶାଇ ତିନି ଜଣଙ୍କୁ ପଦ୍ମ ପୁରସ୍କାର । ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#ArgusNews #RangabatiSong #Padmashree #awards #DharmendraPradhan #KrishnaPatel #Odisha