ଆସନ୍ତାକାଲିଠୁ ରଙ୍ଗେଇଲୁଣ୍ଡାକୁ ଉଡିବ ବିମାନ । ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡିବା ନେଇ ଚୂଡାନ୍ତ । ସକାଳ ୯ଟା ୩୦ରେ ଭରିବ ଉଡାଣ, ସପ୍ତାହରେ ଦୁଇଥର ଚଳାଚଳ କରିବ ବିମାନ ।
#ArgusNews #Rangeilunda #Airplane #Odisha