#ସମ_ହସ୍ପିଟାଲରେ_ବିରଳ_ଅସ୍ତ୍ରୋପଚାର
#ସୁସ୍ଥ_ହେଲେ_ଇରାକର_୬୫_ବର୍ଷୀୟ_ରୋଗୀ
ସେଣ୍ଟ୍ରାଲ ସ୍କଲ ବେଶ ଅଷ୍ଟିଓ ମାଇଲିଟିସ ରୋଗରେ ପୀଡିତ ହୋଇ ଇରାକରୁ ସମ ହସ୍ପିଟାଲ ଆସିଥିଲେ । ସମ ଅଳଟିମେଟ ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ଏବେ ସେ ସମ୍ପୂର୍ଣ୍ଣ ରୋଗ ମୁକ୍ତ ଓ ସୁସ୍ଥ ଥିବା ଜଣାଯାଇଛି ।
#Bhubaneswar #SUMHospital #Odisha #Iraq #treatment #ArgusNews