#ରସଗୋଲା_ଓଡ଼ିଶାର_ନା_କୋଲକାତାର?
ରସଗୋଲାକୁ ନେଇ ସବୁବେଳେ ବାଦ ବିବାଦ ରହିଆସିଛି । ହେଲେ କଥାରେ କଥାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । କହିଛନ୍ତି "ରସଗୋଲା ଓଡ଼ିଶାର । କଟକ ଖେଳିବାକୁ ଗଲା ବେଳେ ରସଗୋଲା ଖାଇଥିଲି । ଏହା ବଡ଼ ସ୍ବାଦିଷ୍ଟ ମିଠା ।
#rasogolla #Odisha #Westbengal #SouravGanguly #Controvercy #ArgusNews