ଭୁବନେଶ୍ଵରରେ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରେମିକ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା ଶବ ତାଙ୍କ ରାଉରକେଲା ବାସନ୍ତୀ କଲୋନୀ ଘରୁ ଉଦ୍ଧାର ହୋଇଛି l
#RashmirekhaOjha #TeleActress #boyfriend #SantoshPatra #death #Rourkela #BasantiColony #ArgusNews