କୋଭିଡ କଟକଣା ପାଇଁ ଦୁଇବର୍ଷ ରଥଯାତ୍ରା ବନ୍ଦ ଥିଲା। ଦୁଇ ବର୍ଷ ପରେ ରଥଯାତ୍ରା ହେଉଥିବା ବେଳେ ଏହାକୁ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯନ୍ତ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା । ପୁରୀ ରଥଯାତ୍ରା ପରଦିନ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୁଏ। ପୁରୀ ରଥଯାତ୍ରା ଭଳି ଠାକୁରଙ୍କ ସମାନ ନୀତିକାନ୍ତି ଏଠାରେ ହୁଏ।
#sambalpur #Kuchinda #RathYatra #Odisha #ArgusNews