ବିଶ୍ୱନୀୟନ୍ତାଙ୍କ ରଥନିର୍ମାଣ ପାଇଁ ରଥଖଳା ଏବେ ବେଶ୍ ଚଳଚଞ୍ଚଳ। ଆଉ ଏହି ରଥନିର୍ମାଣ କାର୍ଯ୍ୟର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦୁଇଜଣ କୁନି ରୂପକାର ସେବାୟତ ଓମ୍ ପ୍ରକାଶ ଓ ଦିବ୍ୟାଶୁଂ। ରଥଖଳା ସେମାନଙ୍କ ପାଇଁ ପାଲଟିଛି ଚାଟଶାଳୀ। ସେପଟେ କଲେଜରେ ପାଠ ପଢୁଥିବା ପ୍ରକାଶ ମହାପାତ୍ର ମଧ୍ୟ ମହାପ୍ରଭୁଙ୍କ କାମ କରି ବେଶ୍ ଖୁସି।
#Puri #carfestival #rathakhala #kunisebayat #schools #Odisha #ArgusNews