#ସରିଲା_ନବଦିନାତ୍ମକ_ଯାତ୍ରା
ରତ୍ନସିଂହାସନକୁ ଫେରିଲେ ମହାବାହୁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କଲେ ଶ୍ରୀ ଜଗନ୍ନାଥ।
#puri #NiladriBije #Mahalaxmi #manabhanjana #rasgulla #JayJagannath #ArgusNews