ବିଦେଶରେ ପାଳନ ହୋଇଛି ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା । ଇଂଲଣ୍ଡର ମଞ୍ଚେଷ୍ଟର ସହରରେ ଥିବା ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । ମଞ୍ଚେଷ୍ଟର ରାଜରାସ୍ତାରେ ଗଡ଼ିଛି କାଳିଆର ରଥ । ଭକ୍ତି ଓ ସମର୍ପଣ ଭାବରେ ରଥ ଟାଣିଛନ୍ତି ପ୍ରବାସୀ ଓଡ଼ିଆ ଓ ମଞ୍ଚେଷ୍ଟରର ସ୍ଥାନୀୟ ବାସିନ୍ଦା ।
#england #manchester #RathYatra #JayJagannath #ArgusNews