ରତ୍ନଭଣ୍ଡାର ଖୋଲିବାକୁ କାହିଁକି ଅମଙ୍ଗ ରାଜ୍ୟ ସରକାର ?
ମହାପ୍ରଭୁଙ୍କ ରତ୍ନଭଣ୍ଡାର ମାମଲାରେ T ଫର୍ ଟ୍ରାନ୍ସପରେନ୍ସିର ଉଡ଼ିଲା ଧଜ୍ଜିଆ । ରତ୍ନଭଣ୍ଡାର ନ ଖୋଲିବାକୁ ଟିମୱାର୍କର ଷଡ଼ଯନ୍ତ୍ର ।ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ରତ୍ନ ଗଣିବାକୁ ହେବ କି ନିଷ୍ପତ୍ତି ?
#RatnaBhandar #ShreeJagannath #devotees #OdishaGovernment #LawMinister #Puri #Odisha #ArgusNews