ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପାଳନ କରିଛି ଶତବାର୍ଷିକୀ ସମାରୋହ। ଏଥିରେ ଇଂରାଜୀ ଡିପାର୍ଟମେଣ୍ଟ ର ଶତାଧିକ ଆଲୁମିନି ଏଥିରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଛନ୍ତି । ସତବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଦୀପକ ମିଶ୍ର ଯୋଗ ଦେଇଥିଲେ ।
#Cuttack #RavenshawUniversity #EnglishDepartment #centenaryceremony #Odisha #ArgusNews