#ରେଭେନ୍ସା_ଆକାଶରେ_ଉଡିଲା_ତ୍ରିରଙ୍ଗା_ବେଲୁନ୍
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ବିଶାଳ ତ୍ରିରଙ୍ଗା ଯାତ୍ରା। ସ୍ଵାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ଏହି ତ୍ରିରଙ୍ଗା ଯାତ୍ରା କରିଥିଲେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ। ହାତରେ ତ୍ରିରଙ୍ଗା ପତାକା ଓ ତ୍ରିରଙ୍ଗା ବେଲୁନ ଧରି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ ଛାତ୍ରଛାତ୍ରୀ।
#Cuttack #RavenshawUniversity #TirangaYatra #HarGharTiranga #Odisha #ArgusNews