#କାମ_ନକରି_ମିଳିମିଶି_ଖାଇଗଲେ_ଲକ୍ଷ_ଲକ୍ଷ_ଟଙ୍କା
ମନରେଗା ଯୋଜନାରେ କାମ ନ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା l କରୋନା ସମୟରେ ଏପରି ମହାଦୁର୍ନିତୀ ହୋଇଥିବା ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ ତଦନ୍ତ କରିବା ପରିବର୍ତ୍ତେ ଗ୍ରାମସଭା ସମିକ୍ଷା ବୈଠକରେ ଆଲୋଚନା ମାଧ୍ୟମରେ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛି ପ୍ରଶାସନ l
#ArgusNews #Rayagada #BissamCuttack #MgnregaScam #Corruption #Odisha