#ହସଖୁସିର_ସଂସାରକୁ_ଭସେଇ_ନେଲା_ଦୁଃଖର_ସାଗର !
ଦୁର୍ଘଟଣା ଆଉ ବିପଦ ମଣିଷକୁ କେତେବେଳେ ଯେ ଆସେ ଏ କଥା କେହିବି ଜାଣିନାହାଁନ୍ତି l ଦୁର୍ଘଟଣା ଆଉ ବିପଦ ଯେ ଏକାସାଥିରେ ଆଶେ ଏ କଥା ଆପଣମାନେ କେବେ ଭାବି ନଥିବେ l ନିଖୋଜ ପୁଅକୁ ଖଜିବାକୁ ଯାଇ ଏବେ ବାପା ଦୁର୍ଘଟଣା ହୋଇ ଦିର୍ଘମାସ ହେବ ସଜ୍ୟାରେ ପଡିଛନ୍ତି l ନିଖୋଜ ପୁଅକୁ ଝୁରିଝୁରି ଏବେ ପୁରା ପରିବାର l ରାୟଗଡା ଜିଲ୍ଲା ବିଷମକଟକ ରୁ ଦେଖିବା ଏହି ରିପୋର୍ଟ
#ArgusNews #Rayagada #Bishamcuttack #HelplessFamily #NeedHelp #Odisha